ପୋଷ୍ଟ ସମୂହ

Showing posts from 2014

ଜୁନ୍ ୨୦୧୫ରୁ ୱାଇଫାଇ ହଟସ୍ପଟ୍

ଡିଜିଟାଲ ଇଣ୍ଡିଆ  ଦିଗରେ ପାଦେ ଆଗକୁ ଯିବାକୁ ଜୁନ୍ ୨୦୧୫ ସୁଦ୍ଧା ଦେଶର ୨୫ଟି ସହରର ବଛାବଛା ସ୍ଥାନରେ ୱାଇଫାଇ ସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ୩-୪ଟି ୱାଇଫାଇ ସେବା ପ୍ରଦାନକାରୀ କମ୍ପାନୀକୁ ତାଲିକାବଦ୍ଧ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଲକ୍ଷରୁ ବେଶି ଜନସଂଖ୍ୟା ସଂପନ୍ନ ୨୫ଟି ସହର ବ୍ୟତୀତ ବଛାବଛା ପର୍ଯ୍ୟଟନସ୍ଥଳୀରେ ଏହି ସେବା ଆରମ୍ଭ ହେବ ।  ଏହି ପ୍ରକଳ୍ପକୁ ଦୂରସଂଚାର ବିଭାଗ ଓ ସହରବିକାଶ ମନ୍ତ୍ରାଳୟ ମିଳିତ ଭାବେ କାର୍ଯ୍ୟକାରୀ କରୁଛନ୍ତି । ୱାଇଫାଇ ସେବା ଦ୍ୱାରା ଲୋକମାନେ ନିଜ ସ୍ମାର୍ଟଫୋନ୍, ଟାବ୍, ଲ୍ୟାପଟପ୍ ପିସି ଇତ୍ୟାଦିରେ ଇଂଟରନେଟ୍ ସଂଯୋଗ ମାଗଣାରେ ପାଇପାରିବେ । ଖୁସୀର କଥା ଯେ ଏହି ଯୋଜନାରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ସାମିଲ ଅଛି ।  ସଂପୃକ୍ତ ଦୂରସଂଚାର କମ୍ପାନୀମାନେ କ୍ରୟାଦେଶ ପାଇବାର ୩ ମାସ ମଧ୍ୟରେ ନେଟୱର୍କ ବିସ୍ତାର ପ୍ରକ୍ରିୟାକୁ ସାରିବେ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ଠାରୁ ଅନୁମତି ହାସଲ କରିବାକୁ ପଡ଼ିବ । ସରକାର ସ୍ୱତନ୍ତ୍ର ଭାବରେ ୨୫ଟି ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱସଂପନ୍ନ ପର୍ଯ୍ୟଟନସ୍ଥଳୀକୁ ୱାଇଫାଇ ହଟସ୍ପଟ୍  କରିବାକୁ ନିଷ୍ପତ୍ତି କରିଛନ୍ତି । ଏଥିରେ ମୁଖ୍ୟତଃ:- ହୁମାୟୁନଙ୍କ ମକବରା, ଲାଲକିଲ୍ଲା, କୁତବ୍ କମ୍ପ୍ଲେକ୍ସ (ଦିଲ୍ଲୀ); ତାଜମହଲ, ଫତେପୁର ସିକ୍ରି, ଶ୍ରାବସ

ନୂଆ ଚ୍ୟାନେଲ ନ୍ୟୁଜ୍ ସେଭେନ୍

ପ୍ରତିଛବି
ଆଜି (୧୬ ଡିସେମ୍ବର ୨୦୧୪, ମଙ୍ଗଳବାର) ଏକ ନୂଆ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ପ୍ରମେୟ ନ୍ୟୁଜ୍ ସେଭେନ୍ ( PRAMEYA NEWS7 )ର ଟେଷ୍ଟ ସିଗନାଲ ପ୍ରସାରଣର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱରର ଜାଗମରା ଠାରେ ଥିବା ଏହାର ନିଜସ୍ୱ ଷ୍ଟୁଡ଼ିଓରୁ ଟେଷ୍ଟ ସିଗନାଲର ଶୁଭାରମ୍ଭ କରିଛନ୍ତି ଡକ୍ଟର ଚନ୍ଦ୍ରଭାନୁ ଶତପଥୀ । ଶିରିଡ଼ି ସାଇବାବାଙ୍କ  ଦର୍ଶନର ଜଣେ ପ୍ରଖ୍ୟାତ ଯାଜକ ଭାବରେ ଡକ୍ଟର ଶତପଥୀ ବେଶ୍ ପରିଚିତ ଓ ଲୋକପ୍ରିୟ । ସଂପ୍ରତି ଦିଲ୍ଲୀ ନିବାସୀ ଡକ୍ଟର ଶତପଥୀ "ଗୁରୁଜୀ' ନାମରେ ଦେଶ ବିଦେଶରେ, ବିଶେଷତଃ ଶିରିଡ଼ି-ସାଇବାବାଙ୍କ ଭକ୍ତ, ଶ୍ରଦ୍ଧାଳୁ ତଥା ଅନୁରାଗୀମାନଙ୍କ ମଧ୍ୟରେ ବେଶ୍ ଗ୍ରହଣୀୟ ଓ  ଆଦୃତ । ଏହି ଅବସରରେ ଗୁରୁଜୀଙ୍କର ବାର୍ତ୍ତା ଥିଲା:- ରାଜାରାଜୁଡ଼ା ସମୟରେ ଯାହା ପୁସ୍ତକ ବା ଲେଖା ବାହାରୁଥିଲା, ତାହା କେବଳ ସେମାନଙ୍କ ସ୍ତୁତିଗାନ କରୁଥିଲା । ତଳସ୍ତରର ଲୋକଙ୍କ ସ୍ୱର ତା'ଭିତରେ ଚାପି ହୋଇଯାଉଥିଲା । ଯୁଗ ବଦଳିଛି । ଗଣତନ୍ତ୍ର ଶାସନରେ ତଳସ୍ତରରେ ଥିବା ଜନତା ହିଁ ସବୁଠାରୁ ଅବହେଳିତ । ସେମାନଙ୍କର ସଂଖ୍ୟା ମଧ୍ୟ ବେଶି । ତେଣୁ ପ୍ରମେୟ ନ୍ୟୁଜ୍ ସେଭେନ୍ ଏହି ତଳସ୍ତରରେ ଥିବା ଗରିବ ଓ ଖଟିଖିଆଙ୍କର ସ୍ୱର ହେଉ । ପ୍ରଗତିର ପଥ ଦେଖାଉ । ୧୬.୧୨.୨୦୧୪ ତାରିଖ ଦିନ ୧ଟା ୬ ମିନିଟରେ ଏହି ଟେଷ୍ଟ ସିଗନାଲ ଶୁଭାରମ୍ଭ କରାଇବା ଅବସରରେ ଚ୍ୟାନେଲର ସଂଖ୍ୟାଧିକ କର୍ମଚାରୀ, ସାମ୍ବାଦିକ ଓ ଶୁଭଚିନ୍ତକ

ନୂଆ ବର୍ଷରୁ ନୀତି ଆୟୋଗ

ପାଞ୍ଚ ଦଶନ୍ଧିର ପୁରୁଣା ଯୋଜନା ଆୟୋଗ (ପ୍ଲାନିଂ କମିଶନ)କୁ ଅଚଳ କରି ଦିଆଯାଇଛି । ସେହି ସ୍ଥାନରେ କାର୍ଯ୍ୟ କରିବ ନୀତି ଆୟୋଗ । ମୌଳିକ ଭାବରେ ଏହାକୁ ଭାରତୀୟ ଭାଷାରେ ନାମକରଣ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ କୁ ଅନେକ ଲୋକ ସେଣ୍ଟ୍ରାଲ ସ୍କୁଲ୍ କହିବା ଭଳି ଏହି ନୀତି ଆୟୋଗକୁ ସେହି ଲୋକମାନେ ପଲିସି କମିଶନ କହିପାରିବେ । (ପରବର୍ତ୍ତୀ ସମୟରେ ଏହି ନୀତି ଆୟୋଗର ନୀତି ଶବ୍ଦକୁ NITI କରି ତାହାର ଏକ ପୂର୍ଣନାମ ବାହାର କରାଯାଇଛି, ଯାହା ହେଉଛି - National Institute for Transforming India) ସ୍ୱାଧୀନତାଦିବସ  ଅବସରରେ ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ଭାଷଣରେ ପ୍ଲାନିଂ କମିଶନକୁ ଭାଙ୍ଗିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରିବର୍ତନଶୀଳ ଆର୍ଥନୀତିକ ବାସ୍ତବତାକୁ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନୂଆ ଆୟୋଗର ଢାଞ୍ଚା ଓ କାର୍ଯ୍ୟପରିସର କଅଣ ହେବ, ତାହା ଚୂଡାନ୍ତ କରିବା ପାଇଁ ୭ ଡିସେମ୍ବର ୨୦୧୪ ରେ ନୂଆଦିଲ୍ଲୀ ଠାରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନସଚିବ ମାନଙ୍କ ସହ ପ୍ରଧାନମନ୍ତ୍ରୀ ବିମର୍ଷ କରିବେ । ନୀତି ଆୟୋଗର ପ୍ରସ୍ତାବିତ କଳେବରରେ କେଉଁମାନେ ସଦସ୍ୟ ରହିବେ ତାହା ଧାର୍ଯ୍ୟ ହେବ । ଏହା ସ୍ପଷ୍ଟ ଯେ ନିଜର ପଦଯୁକ୍ତ କ୍ଷମତା ବଳରେ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିବେ । ଏହି ନୀତି ଆୟୋଗର ପ୍ରଥମ ଉପାଧ

ନମ୍ବର ପୋର୍ଟେବିଲିଟି ମେ ୨୦୧୫ରେ !

ନୂଆ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ମୋବାଇଲ ନମ୍ବର ପୋର୍ଟେବିଲିଟି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ (ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ) ହୋଇପାରିବ । ଆଉ ଏହା କାର୍ଯ୍ୟକାରୀ ହେବ, ୨୦୧୫ ମସିହା ମେ ମାସରୁ । ଗତ ୟୁପିଏ ସରକାର ୩ ଥର ଏଭଳି ପ୍ରତିଶ୍ରୁତି ଦେଇ ବିଫଳ  ହୋଇଥିଲେ। ଏହାର କାରଣ ହେଉଛି - ମୋବାଇଲ ଅପରେଟର ଆସୋସିଏସନ୍ ସବୁବେଳେ ସରକାରଙ୍କୁ ବିଭ୍ରାନ୍ତ ଓ ଉଦ୍ଭ୍ରାନ୍ତ କରିଚାଲିଛି । ଆପଣ କ'ଣ ଭାବୁଛନ୍ତି, ଏହି ଏନ୍.ଡି.ଏ.-୨ ସରକାର ଏ ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରିପାରିବେ?  ଯଦିଓ ଏହା ଦ୍ୱାରା ବିଶେଷ କିଛି ସମସ୍ୟାର ସମାଧାନ ହେବ ନାହିଁ । ଜନସାଧାରଣଙ୍କର ଦାବି ଥିଲା ଦେଶବ୍ୟାପୀ ରୋମିଂମୁକ୍ତ ନିରନ୍ତର ଦୂରସଂଚାର ସେବା ମୋବାଇଲଫୋନ୍ ଜରିଆରେ । କିନ୍ତୁ ତାହାକୁ ମୋବାଇଲ ଟେଲିକମ୍ ଅପରେଟରମାନେ କରାଇ ଦେଉ ନାହାନ୍ତି । ସ୍ପେକ୍ଟ୍ରମ୍ ବେପାର କାରଣରୁ ସରକାର କେବଳ ସେମାନଙ୍କ କଥାରେ ଥେଇ ଥେଇ ହେଉଛନ୍ତି । କେନ୍ଦ୍ର ଗେହ୍ଲାପୁଅ କରିଥିବା ଉଚ୍ଚ ବେତନଭୋଗୀ ଇଂଜିନିୟର ସାମ୍ ପିଟ୍ରୋଡ଼ା କି ବୁଦ୍ଧି ଦେଉଛନ୍ତି, ତାହା କାହାକୁ ବି  ଜଣା ନାହିଁ । ଇ-ଗଭର୍ନାନ୍ସ , ଏମ୍-ଗଭର୍ନାନ୍ସ ଓ ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ ନୀତି ଓ କାର୍ଯ୍ୟକ୍ରମ ତଥା ଶାସନ ସଂସ୍କାର ପାଇଁ ଜୀବନବ୍ୟାପୀ ପ୍ରତ୍ୟେକ ନାଗରିକଙ୍କର ଗୋଟିଏ ମୋବାଇଲ ନମ୍ବର ରହିବା ଗୁରୁତ୍ୱପୂର୍ଣ । କିନ୍ତୁ ଲାଗୁଛି,  ସରକାର ପୋଷିଥିବା

Mobile Phone as Identity

ପ୍ରତିଛବି
I would like draw kind attention of our Prime Minister Mr Narendra Damodar Das Modi on the subject, who is interested to promote a Digital India : (1) We acknowledge the Right to Information , Right to Education  enacted by UPA-2 governemtn. But yet we are waiting for  Right to Communication to complete the Right to IEC . It can be understood mainly in two forms - One is Road Communication and other one is Telecommunication. However we have focusing on Telecommunication here. (2) Last NDA Prime Minister Mr Atal Behari Bajpayee has achieved the road communication better. However could not achieve better telecommunication. I remember he said that MOBILE COMMUNICATION IS JOINING HEARTS. (3) But Mobile phones are not allowing our mobility across the nation with ease due to barriers like Roaming protocols. Our govt. should hold the policy of "one nation, one number for one person throughout the life," which could be owned on hereditary basis. (4) La

TTEs and Trains in India

Railway was the premiere public sector next to Banking to minimize corruption. Surprisingly TTE Corruption and Discretion is a growing headache for citizens. Following solutions may be followed by Railway Ministry to address the problem: -  Authority of distributing the vacant seats must be removed from TTE and their responsibility should be only ensuring the verification of proper tickets TTE's should be given a GPRS machine instead of coupon booklet to avoid non-reporting of collected fine CC Cameras should be installed in trains Vacant seats must be reported at every station via GPRS system by TTE which will be monitored at central located BPO These seats should be made available online and automatically allocated to RAC/waitlist passengers in the train or to the passenger boarding on the next station Get feedback electronically via mobile/internet on each TTE for their interaction/hospitality with passengers and his increment/promotion must be directly linked to the pa

ସାର୍କୁଲାର ରେଳ ଗୃହୀତ

ପ୍ରତିଛବି
This Odia post can be read through desktop computers, high end notebook PCs, Laptop PCs, branded Smart Phones and tablet PCs....   ରାଜ୍ୟ ପ୍ରଶାସନ ଏବେ ସ୍ୱୀକାର କରିଛି ଯେ ମନୋରେଳ ନବିଛାଇ ସାର୍କୁଲାର ରେଳ ରେ ସିଟିଟ୍ରେନ୍ ଚଳାଚଳ ଆରମ୍ଭ କରାଯିବ । ଏଠାରେ ପେଷ୍ଟ୍ କରାଯାଇଥିବା ଖବରକାଗଜର ଉଦ୍ଧୃତାଂଶରୁ ଏହା ପଢ଼ି ପାରିବେ । ଆମ୍ଭେ ପ୍ରଥମେ ମନୋରେଳ ସଂକ୍ରାନ୍ତ ଖବର ପଢ଼ିବା ପରେ ୨୦୧୪ ଅଗଷ୍ଟ ୨୬ ତାରିଖରେ ତାହାର ପ୍ରତିବାଦ କରି ବିଭିନ୍ନ ଇ-ଗ୍ରୁପରେ ପତ୍ର ଲେଖିବା ସହ ଫେସବୁକ୍ ନୋଟ୍ ଲେଖିଥିଲୁ। ପରବର୍ତୀ ସମୟରେ ସେହି ନୋଟ୍‌କୁ ବ୍ଲଗ୍ ଆକାରେ ମଧ୍ୟ ପ୍ରକାଶ କରିଛୁ। ଯାହାକୁ ଆପଣ  ପଢ଼ିପାରିବେ ତଳ ଲିଙ୍କ୍‌ରୁ:- http://bimalprasad.blogspot.in/2014/09/blog-post_8.html   ତେବେ ପ୍ରକାଶିତ ଖବରରେ ପ୍ରକୃତ ସାର୍କୁଲାର ରେଳ ପ୍ରସଙ୍ଗକୁ ଅଣଦେଖା କରାଯାଇଛି । ବାରଙ୍ଗ-ମେଣ୍ଢାଶାଳ-ଖୋର୍ଧା ଏବଂ ଗଡ଼ମୋଟରୀ-ପିପିଲି-ବାଲିଅନ୍ତା-ବାରଙ୍ଗ ରେଳ ସଂଯୋଗ ବିଷୟରେ କିଛି ବି କୁହାଯାଇ ନାହିଁ । ସର୍ବଭାରତୀୟ ସ୍ତରରେ ଓଡ଼ିଶା ସମ୍ମାନ ପାଇବାକୁ ହେଲେ ଆମକୁ ଗୋଟିଏ ୫୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରଟିଏ ଉପସ୍ଥାପନ କରିବାକୁ ପଡ଼ିବ । ଏଣେ ଭୁବନେଶ୍ୱର-କଟକ ମଧ୍ୟରେ ବ୍ୟାପକ ଜନବସତି ଓ ବଜାର ଗଢ଼ି ଉଠୁଥିବା ବେଳେ ତାହା ହେଉଛି ଏକ ବନ୍ୟାପ୍ରବଣ ଅଞ୍ଚଳ । କିନ୍ତୁ ଭୁବନେଶ୍ୱର-ଖୋର୍ଧା ମ

Disaster Resilient Housing

Originally posted via various e-Groups on 23 December 2013, Monday I have seen that Odisha Think Tank has accepted the habitat development concept. I like to discuss some other factors for Disaster Resilient Housing. I have seen bamboo, cane and wooden structures for housing purpose in West Bengal, Assam and Andaman Islands, which are traditional form of disaster resilient houses. I like to omit the wooden structure from my suggestion here. Conservation of tree resources is the vital need all the time. So we should focus on " non-timber... " options for the affordability and other causes. Within 5 years, a tradition can be generated all over coastal Odisha. Growing of Bamboo and Cane should be prioritized in Watershed development, Social Forestry and Livelihoods promotion projects. Heavy Rain, Cyclone or Flood will not kill the resident of Bamboo/Cane structure houses . And a thin coat of mud plaster can make the walls fire-resistant; and cyclone-resistan

Is MALKANGIRI far from BHUBANESWAR?

Originally drafted and shared via e-groups on 19 July 2013 The INGOs or national NGOs officiating in Bhubaneswar did not respond the recent Malakngiri Flash Flood. Because they can not access Malakangiri through 4-wheelers to come back on the same date. It is a big question of commitment for causes, or whatever the neatly drafted mission/ vision statement they have on their documents and websites. Those big NGOs (also called as donor agencies may a time) are waiting floods in coastal areas. As per my research, there is no chance of flood due to Mahanadi in 2013. Risky zones are Baleswar district, Bhadrak district, Jajpur district, Anandapur Subdivision(Kendujhar), and Gunupur Subdivision(Rayagada). The main cause behind this forecast is severe forest loss in hilly pockets of Mayurbhanj, Kendujhar and Rayagada districts. Everybody knows about actual losses in Uttarakhand flash flood. Will you donate for Uttarakhand CM Relief Fund or Odisha CM Relief Fund? Surprising

Cyclone Hudhud: The Koraput Experience

Cyclone Hudhud that landed near Visakhapatnam and destroyed infrastructure in coastal Andhra Pradesh had a devastating effect on Odisha as well. Thousands of trees were uprooted and tribal huts damaged on October 12 and 13 by high speed winds and incessant rains. This was first cyclone experience for the people in Koraput’s history. Senior citizens say they have never experienced such kind of wind speed in their life. As per government records, the highest wind speed was 170 km per hour and lowest was 50. Koraput people had experienced flash floods but not cyclone of such intensity. Though I had experience of some cyclones (being born in coastal plain of Odisha) but had an impression that I am protected as far as cyclone is concerned because I have been staying at Koraput for the past 20 years. Poor Safety Record of Government Buildings ! The sudden cyclone exposed the lack of preparedness of the government, civil society and people. Suddenly, there were announcements a

ଆସୁ ହୁଡ୍-ହୁଡ୍ - ଡର କାହାକୁ

ବତାସ ହୁଡହୁଡ୍ - ପ୍ରଭାବ ଓ ପ୍ରତିକାର ୨୦୧୪ ଅକ୍ଟୋବର ୧୧ ତାରିଖରୁ ୧୪ ତାରିଖ (ଶନିବାରରୁ ମଙ୍ଗଳବାର) ପର୍ଯ୍ୟନ୍ତ ତଟବର୍ତୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସମ୍ଭାବ୍ୟ ବତାସ ହୁଡହୁଡ୍ ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥିତି ଉପରେ ଆମ୍ଭେ ଏଠାରେ ନିଜ ଅନୁଭବ ବଖାଣୁଛୁ:- ତଟକା ତଥ୍ୟ ଅନୁସାରେ ୯୦ କିଲୋମିଟର ବେଗରେ ଉପକୂଳ ଓଡ଼ିଶାରେ ପବନ ବହିବ ଏବଂ ପ୍ରବଳ ବର୍ଷା ଲାଗି ରହିବ । ଫଳରେ ସବୁଠୁ ଆଗେ ପ୍ରଭାବିତ ହେବ ବିଦ୍ୟୁତ୍ ସରବରାହ । ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବାରୁ ସହରାଂଚଳରେ ଗୁରୁତର ସମସ୍ୟା ଉପୁଜିବ । ଅନ୍ଧାର ହେବା ସହ ଓଭରହେଡ଼୍ ପାଣିଟାଙ୍କି ଉପରେ ନିର୍ଭରଶୀଳ ମଣିଷମାନେ କଷ୍ଟ ଭୋଗିବେ । ଯାହାର କୌଣସି ତୁରନ୍ତ ବିକଳ୍ପ ନାହିଁ । ତେବେ ଅନ୍ଧାର ସମସ୍ୟା ଦୂର କରିବାକୁ ଲୋକମାନେ କିଛି ମାତ୍ରାରେ ରିଚାର୍ଜେବଲ ଲାଇଟ୍, ଏଲଇଡି ଟର୍ଚ ଓ ମହମବତୀ ଉପରେ ନିର୍ଭର କରିବେ । ଗ୍ରାମାଂଚଳରେ ଯଥେଷ୍ଟ କିରୋସିନି ମହଜୁଦ ଥିଲେ ହିଁ ଗ୍ରାମବାସୀମାନେ ଅନ୍ଧାର ସମସ୍ୟାରୁ ବର୍ତିଯିବେ । ବିଜୁଳି କଟିଯିବାରୁ ଗ୍ରାମାଂଚଳରେ ମୋବାଇଲ୍ ଟେଲିକମ୍ ଟାୱାରଗୁଡ଼ିକ ଅଚଳ ହୋଇଯିବ । ମୁଖ୍ୟତଃ ବି.ଏସ୍.ଏନ୍.ଏଲ୍. ସେବା ଠପ୍ ହୋଇଯିବ । ଘରୋଇ ଟେଲିକମ୍ କମ୍ପାନୀର ଗାଆଁ ଟାୱାରଗୁଡ଼ିକରେ ବ୍ୟାକ୍ଅପ୍ ବ୍ୟାଟେରି ସହିତ କେତେକ ଜେନେରେଟର ସଚଳ ଥିବାରୁ, ହୁଏତ ଟେଲିକମ୍ ସେବା ଜାରି ରହିପାରେ । ଟାୱାର ଜଗିବା ଓ ରକ୍ଷଣାବେକ୍ଷଣ କାମ ସଂପୃକ୍ତ ଜମିମା

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଭାରତବାସୀ (ଖ)

ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ପ୍ରଥମ ପଦକ୍ଷେପ ରୂପେ ପ୍ରତି ପରିବାରକୁ ବ୍ୟାଙ୍କ୍‌ ଓ ବୀମା ସହ ସାମିଲ କରିବାକୁ ସ୍କିମ୍‌ ପ୍ରଚଳନ କରିଛନ୍ତି । ବ୍ୟାଙ୍କ୍‌ ସହ ଯୋଡ଼ିବା ସ୍କିମ୍‌କୁ କୁହାଯାଉଛି - ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏହା ଅଧୀନରେ ଦେଶର ସମସ୍ତ ପରିବାର ବ୍ୟାଙ୍କ୍‌ ଆକାଉଁଟ ଖୋଲିପାରିବେ ଶୂନ୍ୟ ମୂଳଧନ ଜମାରେ । ସବୁ ଆକାଉଁଟଧାରୀଙ୍କୁ ମିଳିବ ଜମାଖାତା ଓ ରୁପେ ଡେବିଟ୍‌କାର୍ଡ । ଏହି ସ୍କିମ୍‌ ସହ ଗୁନ୍ଥି ହୋଇ ରହିଛି ଏକ ଲକ୍ଷ ଟଙ୍କାର ଦୁର୍ଘଟଣାଜଡ଼ିତ ମୃତ୍ୟୁ ପାଇଁ ବୀମା ସହାୟତା ଏବଂ ସ୍କିମ୍‌ର ନାମ ରହିଛି ଅପ୍‌ନା ଖାତା ଭାଗ୍ୟ ବିଧାତା । ଏବେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନଙ୍କର ବ୍ୟାଙ୍କ୍‌ ଆକାଉଁଟ ଅଛି, ସେମାନେ ଆଉ ଗୋଟିଏ ଆକାଉଁଟ ଖୋଲିବା ଅନାବଶ୍ୟକ । କିନ୍ତୁ ଅପ୍‌ନା ଖାତା ଭାଗ୍ୟ ବିଧାତା ସ୍କିମ୍‌ର ସୁଯୋଗ ନେବା ପାଇଁ ସମସ୍ତଙ୍କୁ ରୁପେ ଡେବିଟ୍‌କାର୍ଡ ନିଜ ବ୍ୟାଙ୍କ୍‌ ଶାଖାରୁ ନେବାକୁ ପଡ଼ିବ । ତେବେ ଯେଉଁ ଆକାଉଁଟଧାରୀମାନଙ୍କର ଅନ୍ୟ ଲୋଗୋ ଥିବା ଡେବିଟ୍‌କାର୍ଡ ଅଛି, ସେମାନେ ତାହାକୁ ଫେରାଇଦେବେ କି ରଖିବେ, ତାହା ଉପରେ ସ୍ପଷ୍ଟ ଅନୁଦେଶ ଜାରି ହୋଇ ନାହିଁ । ଏହି ପ୍ରକ୍ରିୟାରେ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ୍‌ଗୁଡ଼ିକୁ ସାମିଲ କରିବା ନେଇ କୌଣସି ତତ୍‌ପରତା ଏଯାଏଁ ଦେଖିବାକୁ ମିଳି ନାହିଁ । ଅନ୍ୟ ପକ୍ଷରେ ଡାକଘରଗୁଡ଼ିକୁ

WEB-CHANNELs IN ODISHA

ପ୍ରତିଛବି
OdishaLiveTV http://odishalive.tv/ Editor-in-Chief: Nilambar Rath Company: Academy of Media Learning Pvt. Ltd., Bhubaneswar About the channel:   The first and foremost web channel of Odisha, since 29 December 2012. It has 56 categories of exclusive well-edited videos. It has completed its 1000 th count of video clip at its online video library. Most of its delicate videos are on Worlds popular video-site YouTube:- http://www.youtube.com/user/odishalive LiveOdishaTV http://www.liveodishatv.com/ Editor-in-Chief: Nihar Ranjan Parihari Company: Live Odisha TV Pvt. Ltd., Bhubaneswar About the Channel: The second web channel of Odisha, since 12 August 2013. It is fighting to survive. NewsFast TV http://newsfast.tv/ Editor-in-Chief: Amjad Badshah Company: yet to be registered, Location: Jharsuguda About the Channel: The third web channel of Odisha, and first one in Western Odisha since 1 November 2013. It is in growing stage. MetroTV Bureau http://www