ଏହି ଖବରଟି ଆଜି(୨୫ ମାର୍ଚ ୨୦୧୫)ର ଦୈନିକ ‘ସମ୍ବାଦ’ରେ ପ୍ରକାଶ ପାଇଛି । ବୋଧହୁଏ ଅନ୍ୟତମ ପୁରସ୍କୃତ ଚଳଚ୍ଚିତ୍ର “ଶେଷ ଶ୍ରାବଣ” ଏଥିରେ ସ୍ଥାନ ପାଇ ନାହିଁ । ପୂର୍ବରୁ ଏହାକୁ ରାଷ୍ଟ୍ରପତି
ପୁରସ୍କାର ବୋଲି କୁହାଯାଉଥିଲା। ପରବର୍ତ୍ତୀ କାଳରେ ଏହାକୁ କୁହାଗଲା ଜାତୀୟ ପୁରସ୍କାର।
bimalprasad - 9937353293
ମନ୍ତବ୍ୟଗୁଡିକ